ନାୟକ ଡ଼େଭ୍ଲପର୍ସ ପକ୍ଷରୁ ସୁବିଧା ଦରରେ ଘରବାଡ଼ି ପ୍ଲଟ ବିକ୍ରି
ନାୟକ ଡ଼େଭ୍ଲପର୍ସ ପକ୍ଷରୁ ସୁବିଧା ଦରରେ ଘରବାଡ଼ି ପ୍ଲଟ ବିକ୍ରି
ନିମାପଡ଼ା (ଏ.ପି ନ୍ୟୁଜ) ନିମାପଡ଼ାର ଜଣେ ଉଦୀୟମାନ ଯୁବକ ଚାକିରୀ ପଛରେ ନଗୋଡ଼।ଇ ଜମି ଡ଼େଭ୍ଲପର୍ସ ବ୍ୟବସାୟକୁ ବାଛିନେଇ ଥିଲେ ଯୁବକ ଶ୍ରୀକାନ୍ତ ନାୟକ। ନାୟକ କଲୋନୀ ଓ ବାସୁଦେବ ବିହାର ନାମରେ ଭୁବନପୁର ମୈାଜାରେ ଡ଼େଭଲପର୍ସ ଦୁଇଟି ପ୍ରକଳ୍ପରେ ଲୋକମାନଙ୍କୁ ଜମିଗୁଡ଼ିକ ଡ଼େଭଲପମେଟଂ କରି ଉଚିତ ଦରରେ ବିକ୍ରି କରିଥାନ୍ତି। ଏହି ବ୍ୟବସାୟ କରି ଆତ୍ମନିର୍ଭରଶୀଳ ହେବାସହ ଅନେକ ବେକାର ଥିବା ଯୁବକମାନଙ୍କୁ ତାଙ୍କ ସଂସ୍ଥା ମାଧ୍ୟମରେ କର୍ମ ସଂସ୍ଥାନ ଦେଇଛନ୍ତି। ତାଙ୍କର ଲ୍ୟାଣ୍ଡ ଡେଭ୍ଲପର୍ସ ବ୍ୟବସାୟରେ ସେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଉଛନ୍ତି। ସେ ଗ୍ରାହକମାନଙ୍କୁ ଉଚିତ ମୂଲ୍ୟ ବିନିମୟରେ ଉତ୍ତମ ଗୁଣମାନର ଜମି ବିକ୍ରିକରିଥାନ୍ତି। ଯେଉଁ ପ୍ଲଟଗୁଡ଼ିକ ଲିଟିଗେସନ ଫ୍ରି ଥାଏ। ଭୁବନପୁର ମୈାଜାରେ ଥିବା ଘରବାରି ହୋଇଥିବା ପ୍ଲଟ ଏବଂ କୈାଣସି କାଡ଼ା ନାଳକୁ ଜବରଦଖଲ କରାନଯାଇ ରାସ୍ତା, ପାଣି ଏବଂ ବିଦ୍ୟୁତ ସୁବିଧା ଥିବା ପ୍ଲଟଗୁଡ଼ିକୁ ବିକ୍ରି କରାଯାଉଥିବା ସ୍ଥାନୀୟ ଅଚଂଳର ପବିତ୍ରମୋହନ ବରାଳ, ଅରୁଣ ଦାଶ ଓ ବିନୋଦ ସ୍ୱାଇଁ ପ୍ରମୁଖ କହିଛନ୍ତି।
