ରାଜ୍ୟ

କୁଶଭଦ୍ରା ବଞ୍ଚାଅ ଅଭିଯାନ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

Spread It

“କୁଶଭଦ୍ରା ବଞ୍ଚାଅ ଅଭିଯାନ” ର ନେତୃତ୍ବ ମଣ୍ଡଳୀ ଆଜି ଓଡ଼ିଶା ରାଜ୍ୟ ର “ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା” ଙ୍କୁ ଭେଟି “କୁଶଭଦ୍ରା” ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ୪ ଟି ବ୍ଲକ ର ଲକ୍ଷାଧିକ ଚାଷୀ, ମତ୍ସ୍ୟଜୀବି ଙ୍କ ଜୀବନ ଜୀବିକା ର ମୁଖ୍ୟ ଉତ୍ସ “କୁଶଭଦ୍ରା” ନଦୀ ର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ଗମ୍ଭୀରତା ର ସହିତ ବିଚାର କରି ଯଥାଶୀଘ୍ର ନଦୀ ସମସ୍ୟା ସମାଧାନ ଲାଗି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି ମାନନୀୟା ଉପମୁଖ୍ୟମନ୍ତ୍ରୀ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *