ପୁରୀ ଜିଲାରେ ପୁଲିସ ଆଇନର ୩୦ଧାରା ଲାଗୁ। ୯୦ ଦିନ ପର୍ଯ୍ୟନ୍ତ ବଳବତ୍ତର
ପୁରୀ,୨୯/୫(ଏ.ପି.ନିୟୁଜ) ପୁରୀ ଜିଲାପାଳ ତଥା ଜିଲାମାଜିଷ୍ଟ୍ରେଟ ଦିବ୍ୟ ଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶଅନୁସାରେ ପୋଲିସ ଆଇନର ୩୦ଧାରାପୁରୀ ଜିଲାରେ ଳାଗୁକରାଯାଇଛି। ଏହି ଆଇନ ଚିଳିତମାସ ଗତ୨୨ ତାରିଖରୁ ଅଗଷ୍ଟ ୧୯ ତାରିଖ ୯୦ ଦିନପର୍ଯ୍ୟନ୍ତ ଜିଲାର ସମସ୍ତ ପୁଲିସ ଥାନା, ପୁରୀ ମହାନଗର ନିଗମ, ପିପିଳି, କୋଣାର୍କ ଓ ନିମାପଡ଼ାଏନ.ଏ.ସି ଅଞ୍ଚଳରେ ବଳବତ୍ତର ରହିବ ବୋଳି ଏସ.ପି ପ୍ରତୀକ ସିଂ ସୁଚନା ଦେଇଛନ୍ତି।
