ରାଜ୍ୟ

ନିମାପଡା ବ୍ଲକ ଅନ୍ତର୍ଗତ ଗୋପିନାଥପୁର  ଓ ଚଅଁରପଦା ପଞ୍ଚାୟତର ବିଜେଡ଼ିର ସାଙ୍ଗଠନିକ  ବୈଠକ

Spread It

ନିମାପଡ଼ା,୧/୬(ଏ.ପି ନିୟୁଜ) ନିମାପଡ଼ାବ୍ଲକ ଅନ୍ତର୍ଗତ ଗୋପିନାଥ ପୁର ପଞ୍ଚାୟତର ବେରବୋଇ ମେଳନ ପଡ଼ିଆରେ ଅନୁଷ୍ଠିତ ବୈଠକରେ  ବଳଙ୍ଗା ପଞ୍ଚାୟତ ସଭାପତି  କୃପାସିନ୍ଧୁ ଦତ୍ତଙ୍କ  ଏବଂ ଚଅଁରପଦା ପଞ୍ଚାୟତର ସଭାପତି ଅଜୟ ଖୁଣ୍ଟିଆ ସଭାପତିତ୍ବରେ  ବିଜେଡ଼ିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।  ଏହି ବୈଠକରେ  ବ୍ଲକ ସଭାପତି ଭାଗ୍ୟଧର ଖଟେଇ,, ମହିଳା ସଭାନେତ୍ରୀ କସ୍ତୁରୀବାଳା ସ୍ବାଇଁ, ସତ୍ୟବାଦୀ ମହାପାତ୍ର, ରବିନ୍ଦ୍ର ଦାସ, ରମେଶ ରାଉତରାୟ ସହିତ ୨୦ ଏବଂ ୨୧ର  ଜୋନର ଜିଲାପରିଷଦ ସଭ୍ୟମାନେ ଉପସ୍ଥିତ ଥିଲେ। ଚଅଁରପଦା ପଞ୍ଚା୍ୟତର ଯୁବ ସଭାପତି ବ୍ରହ୍ମା  ଏବଂ ଛାତ୍ର ସଭାପତି ସନ୍ଦୀପଙ୍କୁ ଚୟନ କରାଯାଇଥିବା  ଘୋଣୋ କରାଯାଇଥିଲା ।

 

Leave a Reply

Your email address will not be published. Required fields are marked *