ରାଜ୍ୟ

ବିପର୍ଯ୍ୟୟ ପ୍ରସମନ ଦିବସ ପାଳିତ

Spread It

 ନିମାପଡ଼ା, ୧୯/୬(ଏ.ପି ନିୟୁଜ) ପ୍ରତିବର୍ଷ ଜୁନ ୧୯ ତାରିଖକୁ  ବିପର୍ଯ୍ୟୟ ପ୍ରସମନ ଦିବସଭାବେ ପାଳିତ ହୋଇଆସୁଛି। ଏହି ଅବସରରେ  ନିମାପଡ଼ା ବ୍ଲକ ଅନ୍ତର୍ଗତ ବଡ଼ଶିରୁବଳା ବଞ୍ଚାୟତର ଗଡ଼ତୋରିହଁ ଠାରେ ଥିବା  ବହୁମୁଖୀ ବନ୍ୟାଶ୍ରୟସ୍ଥଳୀ ରେ ଆଜି   ବିପଦ ସମୟ ରେ କିପରି ବିପର୍ଯ୍ୟୟକୁ ପରିଚାଳନା ଓ ମୁକାବିଲା  କରାଯିବ ତାର ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି।। ଏହି ଦିସରେ ଆଗ୍ନିକ ବନଜକୁମାରେ ସାହୁ,ସରପଞ୍ଚ ଶାନ୍ତିଲତା ମାହାରୀ, ବହୁମୁଖୀ ବନ୍ୟାବାତ୍ୟା କେନ୍ଦ୍ରର ସଂପାଦକ ଦିଲିପ କୁମାର ପାତ୍ର, ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରଣତି ଛୋଟରାୟ, ନୋଡ଼ାଲ ଏନଜିଓର ନକୁଲ ସ୍ବାଇଁ ପ୍ରମୁଖ ଯୋଗଦେଇ ବିପର୍ଯଞୟକୁ କିଭଳି ମୁକାବିଲାକରିବା ସଂପର୍କରେ  ଉପସ୍ଥିତ ଜନସାଧାରଣଙ୍କୁ ପ୍ରଶିକ୍ଷଣ ଦେବାସହ ଓ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *