ରାଜ୍ୟ

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୩ ତମ କିସ୍ତି ପ୍ରଦାନ

Spread It

 ପୁରୀ ୨୦/୬/୨୬(,ଏ.ପି ନିୟୁଜ) ଆଜି ଅପରାହ୍ନରେ  କୃଷକ ସଶକ୍ତିକରଣ ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ର ସାକ୍ଷୀଗୋପାଳ ଠାରେ ଆୟୋଜିତ ଜିଲାସ୍ତରୀ କାର୍ଯ୍ୟକ୍ରମରେ ପିଏମ କିଶାନ ସମ୍ମାନ ନିଧିର ୨୩ତମ କିସ୍ତି ୧ଲକ୍ଷ ୧୯ ହଜାର ୮୩୧ ଜଣ ଚାଷୀଙ୍କୁ ୧କୋଟି ୯୬ ଲକ୍ଷ ୬୨ ହଜାର ଟଙ୍କା ଡ଼ିବିଟି ମାଧ୍ୟମରେ ପଠାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲା    ମୁଖ୍ୟ କୃଷି ଅଧିକାରୀ ଏବଂ ଉପ-ଜିଲାପାଳ ( ସାଧାରଣ ପ୍ରଶାସନ) ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *