ରାଜ୍ୟ

ମା’ ଦକ୍ଷିଣେଶ୍ୱରୀଙ୍କ ତୃତୀୟ ବାର୍ଷିକ ଯଜ୍ଞ ମହୋତ୍ସବ

Spread It

  ନିମାପଡ଼ା,(ଏ.ପି ନିୟୁଜ) ନିମାପବଡ଼ା ବ୍ଲକ ଅନ୍ତର୍ଗତ ଶାଇଁଶ ଶାସନ ର ଆରଧ୍ୟ‌ଦେବୀ   ମା ଦକ୍ଷୀରେଶ୍ବରୀଙ୍କ ତୃତୀୟ ବାର୍ଷିକ  ଯଜ୍ଞ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ  ବିଶ୍ୱନାଥ କ୍ଲବର ସଭ୍ୟମାନଙ୍କ ପକ୍ଷରୁ ଆୟୋଜିତ ଜଳଛତ୍ର ଓ ସେବାମୂଳକ କାର୍ଯ୍ୟକ୍ରମ  ଅନୁଷ୍ମଠିତହୋଇଥିଲା। କ୍ଲବର ସଭ୍ୟମାନ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ‌ରେ ପ୍ରତ୍ୟେହ ପ୍ରବଚନ ଓ ବେଦଜ୍ଞବ୍ରାହ୍ମଣଙ୍କୁ ସହଯୋଗ କରିଗ୍ରାମର   ଜନସାଧାରଣଙ୍କ ଭରପୂର ପ୍ରଶଂସା ଓ ସମର୍ଥନ ମିଳିଛି। 

Leave a Reply

Your email address will not be published. Required fields are marked *