ଶିକ୍ଷକଙ୍କ ଆକ୍ରମଣ କାରୀ ଗିରଫ ହେବା ଭୟରେ ତାଳ ଗଛରେ ଚଢି ଗୋଟିଏ ଦିନ ଲୁଚିଲା । ପୁଲିସକୁ ନାକେଦମ କଲା
ଅସ୍ତରଙ୍ଗ୨୭/୬ (ଏ.ପି ନିୟୁଜ) ଚାରିଜଣ ଦୁର୍ବୁତ୍ତ ସରିପୁର ପ୍ରାଥମିକ ବିଦ୍ୟାଳୟରେ ପଶି ଅକ୍ଷୟ ବିଶ୍ବାଳ ନାମକ ଶିକ୍ଷକଙ୍କୁ ମାରଣାସ୍ତ୍ର ଧରି ଆକ୍ରମଣ କରି ଗୁରୁତର କରିଥିବାନେଇ ଅସ୍ତରଙ୍ଗ
Read More