୩୦ କୋଟି ଟଙ୍କାର ବାଲିଚୋରୀ ନେଇ ଜନ ସ୍ବାର୍ଥ ମାମଲା
୩୦ କୋଟି ଟଙ୍କାର ବାଲିଚୋରୀ ନେଇ ଜନ ସ୍ବାର୍ଥ ମାମଲା
ନିମାପଡା (ଏପିନ୍ୟୁଜ) ଭାର୍ଗବୀ ନଦୀର ସମରେଇ ଶାସନ ଅନ୍ତର୍ଗତ ସାଇଁଶ ଶାସନର ଦକ୍ଷିଣ ରାଡସ, ବିଉଳି, ତେରହଳ, ଗୋପିନାଥ ପୁର ଭାର୍ଗବୀ ନଦୀ ପକ୍ଷରୁ ୩୦ କୋଟି ଟଙ୍କାର ବାଲି ଲୁଟ ହୋଇଥିବା ଉଚ୍ଚ ନ୍ୟାୟାଳୟରେ ବରିଷ୍ଠ ଆଡ୍ଭୋକେଟ ଦିଲୀପ କୁମାର ପଟ୍ଟନାୟକ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାବୀ କରିଛନ୍ତି। ସରପଞ୍ଚ ଓ ପୂର୍ବତନ ସରପଞ୍ଚ ଇତ୍ୟାଦିମାନେ ଏହି ବାଲିଲୁଟ କାର୍ଯ୍ୟରେ ସାମିଲ ଥିବା କୋର୍ଟରେ ଅଭିଯୋଗ ହୋଇଛି।
