Uncategorized

ମଶାମାଛିଙ୍କ ପ୍ରାର୍ଦୁଭାବ ରୋକିବାପାଇଁ ଦାବୀ ପତ୍ର

Spread It

ନିମାପଡ଼ା,(ଏ.ପି ନ୍ୟିୁଜ)ଚଳିତ ମୌସୁମୀ ବର୍ଷା ଋତୁ ସମୟରେ ଡେଙ୍ଗୁ, ମ୍ୟାଲେରିଆ,ଡାଇରିଆ ଭଳି ରୋଗବାହକ ମଶା ମାଛି ଙ୍କ ପ୍ରାଦୁର୍ଭାବ ହ୍ରାସ ପାଇଁ ପଦକ୍ଷେପ ନେବା ଦିଗରେ ନିମାପଡ଼ା ନଗର ର ସମସ୍ତ ୧୧ ଟି ୱାର୍ଡ ର ପ୍ରତି ସାହି, କଲୋନୀ,ବସ୍ତି ଅଞ୍ଚଳରେ ନିୟମିତ ମଶାଧୁଆଁ ଦେବା ,ଡ୍ରେନ ସଫେଇ ସହ ରାସାୟନିକ କୀଟନାଶକ ତୈଳ ସିଞ୍ଚନ ଓ ନିୟମିତ ବ୍ଳିଚିଂ ପକାଇବା ଭଳି ଦାବି ନେଇ ଆଜି ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ କାର‌୍ୟ୍ୟନିର୍ବାହୀ ଅଧିକାରୀ ଙ୍କୁ ଭେଟି “ଜାଗ୍ରତ ଯୁବଶକ୍ତି” ସଂଗଠନ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *