Uncategorizedରାଜ୍ୟ

ଭାସ୍କର ସାମ୍ବାଦିକ ରଞ୍ଜନ ଦାସ ପୁରସ୍କୃତ

Spread It

ନିମାପଡ଼ା, (ଏ.ପି ନ୍ୟୁଜ) ନିମାପଡ଼ା ଭାସ୍କରର ପ୍ରତିନିଧି ରଞ୍ଜନ କୁମାର ଦାସ ଙ୍କୁ ଭୁବନେଶ୍ୱରର ଅନୁଷ୍ଠିତ ମାତୁଝେ ସଲାମ କାର୍ଯ୍ୟକ୍ରମରେ ବିଏସ ଏଫରଆଇଜି ପ୍ୟାହର ଅଫିସର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଦାସଙ୍କୁ ସମ୍ବଦ୍ଧିତ ଏବଂ ପୁରଷ୍କୃତ କରିଛନ୍ତି। ରଞ୍ଜନ ଦାସ ଭାସ୍କର ଖବର କାଗଜର ନିମାପଡ଼ା ପ୍ରତିନିଧି ଅଛନ୍ତି ସେ ଭାସ୍କର ଡ଼ିଜିଟାଲ ମିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଁଞ୍ଚାଇ ପାରିଥିବାରୁ ତାଙ୍କୁ ସମ୍ବଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *