ବିଜେପିର ସମୀର ଦାଶଙ୍କ ଗୋଷ୍ଠୀର ପ୍ରଧାନମନ୍ତ୍ରୀ ୭୫ତମ ଜନ୍ତଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
ନିମାପଡ଼ା, ୧୫/୯(ଇମିସ) ପୁର୍ବତନ ମନ୍ତ୍ରୀ ତଥା ବିଜେପି ମୁଖପାତ୍ର ସମୀର ରଞନ ଦାଶଙ୍କ ଗୋଷ୍ଠୀ ପକ୍ଷରୁ ମାନନୀୟ ଜସ୍ବସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମଦିନ ଏବଂ ସେବା ପକ୍ଷ ପାଳନ ପାଳନ ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୭ଟି ପଞ୍ଚାୟତର ସରପଞ୍ଚ ଏବଂ ତାଙ୍କ ପ୍ରତିନିଧିମାନେ ଯୋଗଦେଇ ଜସ୍ବସୀ ଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମଦିନକୁ ସେବା ପକ୍ଷ ପାଳନ କରାଯିବାକୁ ସମଗ୍ର ଦେଶର ସ୍ଥିର କରାଯାଇଛି ସେ ସଂପର୍କରେ ଏହି ବୈଠକରେ ଆଲୋଚନା କରାଯାଇ କାର୍ୟ୍ୟକ୍ରମ ସ୍ଥିର କରାଯାଇଛି।। ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇଙ୍କ ସମେତ ଅନ୍ରାନ୍ୟ ଯୁବ କର୍ମକର୍ତ୍ତା ଉପସ୍ତିତ ଥିଲେ।(ଫଟ)
