Uncategorized

ବାତ୍ୟା ଆଶ୍ରୟ ସ୍ଥଳର ପାଚେରୀ ଭାଙ୍ଗିଲା

Spread It

ନିମାପଡ଼ା (ଆଜିପର‌୍ୟ୍ୟନ୍ତ ନିୟୁଜ) ତୋରିହଁ ବନ୍ଧ ଗ୍ରାମ ନିକଟରେଥିବା ବାତ୍ୟାଆଶ୍ରୟସ୍ଥଳୀ ଆଜି ମଧ୍ୟାହ୍ନରେ ଭାଙ୍ଗିଯାଇଛି। ୨୦୧୪ ମସିହାରେ ନିର୍ମିତ ବଡ଼ଶିରୁବଳା ପଞ୍ଚାୟତର ତୋରିହଁବନ୍ଧ ଗ୍ରାମଠାରେ ନିର୍ମିତ ହୋଇଥିବା ସିମେଣ୍ଟ କଂକ୍ରିଟ ଏବଂ ଲୁହାଛଡ଼ ଦ୍ବାରା ନିର୍ମିତ ପାଚେରୀ ଆଜି ଭୁଷୁଡ଼ି ପଡ଼ିଛି। ଏହି ବାତ୍ୟା ଆଶୟସ୍ତଳରେ ଗୋଟିଏ ବିଦ୍ୟାଳୟ ରହିଛି। ପାଚେରୀ ଭାଙ୍ଗିଯିବା ଫଳରେ ବାତ୍ୟା ଆଶ୍ରୟ ସ୍ଥଳମଧ୍ୟକୁ ଗାଇଗୋରୁ ଓ ଷଣ୍ଢ ଗୁଡ଼ିକ ଅବାଧରେ ପ୍ରବେଶ କରିବାର ର ଆଶଙ୍କା ଦେଖାଦେଇଛି। ଏହାସହ ନିଶାଡ଼ି ବ୍ୟକ୍ତିମାନଙ୍କର ଆବଧରେ ବାତ୍ୟାଆଶ୍ରୟ ସ୍ଥଳିରେ ଆଡ଼୍ଡ଼ା ଜମାଇବେ। ତେଣୁ ଖୁବଶିଘ୍ର ପାଚେରୀ ନିର୍ମାଣ କରିବାକୁ ସମାଜସେବୀ ଦିଲିପ ପାତ୍ର ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *