Uncategorized

ପୂର୍ବତନ କ୍ରିକେଟ ଖେଳାଳୀ ଟୁଲାଙ୍କ ଦେହାନ୍ତ

Spread It

ନିମାପଡ଼ା, ୬/୧୦(ଇମିସ) ନିମାପଡ଼ା ଅଞ୍ଚଳର ବିଶିଷ୍ଟ କ୍ରିକେଟ ଖେଳାଳୀ ତଥା କ୍ରିକେଟ ଆସୋସିଏସନର ପୁର୍ବତନ ଅଧିନାୟକ ହିମାଦ୍ରୀ ଶେଖର ମହାନ୍ତି ଆଜି ସଂଧ୍ୟାରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସପିଟାଲରେ ପ୍ରାଣତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ବୟସ ୬୧ ବର୍ଷ ହୋଇଥିଳା। ସେ ଗତ କିଛିଦିନ ହେବ ରୋଗରେ ପଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ଶାରିରୀକ ଅବସ୍ଥା ଗୁରୁତର ହେବାସହ ଗତ ୨୧ ଦିନ ଧରି ସେ କୋମାକୁ ଚାଲିଯାଇ ମୃତ୍ୟୁସହ ସହଗ୍ରାମ କରୁଥିବାବେଳେ ଆଜି ଅପରାହ୍ନରେ ତାଙ୍କ ପ୍ରାଣ ବାୟୁ ଉଡ଼ିଯାଇଛି। ସେ କ୍ରିକେଟ କେଳାଳୀମାନଙ୍କ ପାଖରେ ଟୁଲାଭାଇ ନାମରେ ପରିଚିତ ଥିଳେ। ତାଙ୍କ ମୃତ୍ୟୁରେ କ୍ରିକେଟ ଖେଳାଳୀମହଲରେ ଶୋକର ଛାୟା ଖେଳିଯାଉଛି।

Leave a Reply

Your email address will not be published. Required fields are marked *