Uncategorized

ଅଜଣା ବ୍ୟକ୍ତିର ଶବ ଉଦ୍ଧାର

Spread It

ନିମାପଡ଼ା (ଏ.ପି ନିୟୁଜ): ନିମାପଡ଼ା ଓ ପିପିଲି ମୁଖ୍ୟ ରାସ୍ତା କଡ଼ରେ ଥିବା ଶାଳଜଙ୍ଗ ଗ୍ରାମ ନିକଟରେ ଥିବା ଏକ ପାର୍କ ନିକଟରେ ଥିବା ଗଛଲତା ପୂର୍ଣ୍ଣ ଜଙ୍ଗଲ ମଧ୍ୟରୁ ମିଳିଛି । ଅପରଚିତ ବ୍ୟକ୍ତିର ଶବ ପଡ଼ିଥିବା ଶାଳଜଙ୍ଗ ଗ୍ରାମବାସୀ ଆଜି ମଧ୍ୟାହ୍ନରେ ଦେଖି ବଳଙ୍ଗା ପୁଲିସକୁ ସୂଚନା ଦେଇଥିଲେ। ଏକ ଅଜଣା ବ୍ୟକ୍ତିଙ୍କ ଶବ ଉଲଗ୍ନ ଅବସ୍ଥାରେ ମିଳିଥିଲା। ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଶବ ଜବତକରି ଏକ ଅପମୃତ୍ୟୁ ମାମଲାରୁଜୁ କରିତଦନ୍ତ ଚଳାଇଛି। ଶବକୁ ବ୍ୟବଛେଦ ପାଇଁ ପୁରୀ ପଠାଯାଇଛି। ସ୍ଥାନୀୟ ଲୋମାନେ ମୃତ ବ୍ୟକ୍ତିଟି ଆଖପାଖ ଅଞ୍ଚଳରେ ବୁଲୁଥିବା ଏବଂ ମାନସିକ ବିକୃତ ଥିବା ସ୍ଥାନୀୟ ଲୋକମାନେ ସୁଚନାଦେଇଛନ୍ତି ।

Leave a Reply

Your email address will not be published. Required fields are marked *