ରାଜ୍ୟ

ବିଜ୍ଞାପନ

Spread It

                                                  ନିଯୁକ୍ତି ବିଜ୍ଞାପନ

 ଏତଦ୍ବରା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ମଦ୍ରାସା ମୁଫିଦୁଲ ଆୱାମ, ପାଳସାହି , ବାଲିପାଟଣା, ଖୋର୍ଦ୍ଧ‌ାରେ ଗୋଟିଏ Sactioned ଆଲିମ (  ALIM     ) ପଦବୀଓ ଗୋଟିଏ Sactioned  ମୈାଲବି (Moulvi ) ପଦବୀ ଖାଲି ରହିଅଛି। ଉକ୍ତ ଦୁଇଟି ପଦବୀରେ  ନିଯୁକ୍ତି ପାଇଁ ମଦ୍ରସାର ମ୍ୟାନେଜିଂ କମିଟିର ଯୋଗ୍ୟ ପ୍ରାର୍ଥିମାନଙ୍କଠାରୁ ଦରଖାସ୍ତ ଆହ୍ବାନ କରୁଛି। ମଦ୍ରାସା କାର୍ଯ୍ୟାଳୟରେ ପହଞ୍ଚି ଆବେଦନ ପତ୍ର ଦାଖଲ କରିପାରିବେ।ସର୍ତ୍ତାବଳୀ (୧) ଭାରତୀୟ ନାଗରିକ ହୋଇଥିବେ(୨) ଓଡ଼ିଶା ମଦ୍ରଶା ବୋର୍ଡ଼ର   ଆଲିମ ପଦପାଇଁ   ଆଲମୀ (ALIM) ପାଶ କରିଥିବେ ମୈାଲବି ପଦବୀପାଇଁ  ମୈାଲବି କିମ୍ବା ମାହିର ପାଶ କରିଥିବେ।  ( ୩) ସରକାରଙ୍କ  Guideline ଅନୁଯାୟୀ ପ୍ରାର୍ଥୀଙ୍କ ଉଚିତ ବୟସ ହୋଇଥିବ। ନିଜର ସଂମ୍ପୂର୍ଣ୍ଣ  BIO-Data, ph0to,cirtificates ଅବିକଳ ନକଲ ସହିତ ଆବେଦନପତ୍ର ବିଜ୍ଞାପନ ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ମଦ୍ରସା କାର୍ଯ୍ୟାଳୟରେ   ଦାଖଲ କରିବେ। ଉକ୍ତ ତାରିଖ ପରେ ଦରଖାସ୍ତ ଗ୍ରହଣୀୟ ନୁଡେଁ

                                                                                                                                                                               ସମ୍ପାଦକ ମଦ୍ରାସା ମୁଫିଦଲ ଆୱାମ, ପାଳସାହି , ବାଲିପାଟଣା ଖୋର୍ଦ୍ଧା

Leave a Reply

Your email address will not be published. Required fields are marked *