ରାଜ୍ୟ

ସାଇ ପ୍ରିତମ ହେଲେ ଯୁବ ମୋର୍ଚ୍ଚା ନିମାପଡ଼ା ମଣ୍ଡଳ ସଭାପତି

Spread It

 ନିମାପଡ଼ା,୪/୭(ଏ.ପି ନିୟୁଜ)  ଭାରତୀୟ ଜନତା ପାଟି ଯୁବମୋର୍ଚ୍ଚା ପକ୍ଷରୁ ପୁରୀ ଜିଲା ଅନ୍ତର୍ଗତ ନିମାପଡ଼ା ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଏବଂ ତାଙ୍କ ଟିମ ର ନାମ  ନିମାପଡ଼ା ଏନ.ଏ.ସି ମଣ୍ଡଳ ସଭାପତି ନିରଞନ ନାୟକ ଘୋଷଣା କରିଛନ୍ତି।   ଯୁବମୋର୍ଚ୍ଚା ସଭାପତିଙ୍କୁ ସହୟତା କରିବା ପାଇଁ ୨୨ଜଣିଆ  ଯୁବମୋର୍ଚ୍ଚାର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ସଭାପତିଭାବେ ନିମାପଡ଼ାର ଯୁବ ସଙ୍ଗଠକ ଓ ଯୁବନେତା  ସାଇ ପ୍ରିତମ ପଟ୍ଟନାୟକଙ୍କୁ ସଭାପତି ଭାବେ ନିଯୁକ୍ତି ମିଳିଛି।  ଏହି ଟିମରେ ୩ଜଣ ଉପସଭାପତି, ୨ଜଣ ସାଧାରଣ ସଂପାଦକ,୩ଜଣ ସଂପାଦକ, ଜଣେ କୋଷାଧ୍ୟକ୍ଷ ଏବଂ କାର୍ଯ୍ୟକାରୀ କମିଟିକୁ ୧୨ଜଣଙ୍କୁ ଯୁବ ମୋର୍ଚ୍ଚା ମଣ୍ଡଳକୁ ଚୟନ କରାଯାଇଛି। ନୂତନ କର୍ମକର୍ତ୍ତାମାନେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଙ୍କ ନିକଟରେ କୃତ୍ଞତା ଜଣାଇବାସହ, ସାସଂଦ ପ୍ରତିନିଧି ମୀନଲତା ମହାନ୍ତି ଓ ଯଚିନ୍ଦ୍ର ସ୍ବାଇଁ ଏବଂ ଏନ,ଏ.ସି ମଣ୍ଡଳ ସଭାପତି  ନିରଞନ ନାୟକଙ୍କୁ ଧନ୍ୟବାଦ  ଜଣାଇଛନ୍ତି। 

Leave a Reply

Your email address will not be published. Required fields are marked *