୩ଶହ ୩୨ଗ୍ରାମ ଓଜନର ବ୍ରାଉନସୁଗାରଏବଂନଗଦ ଟଙ୍କା ଜବତ । ଜଣେ ଗିରଫ
ନିମାପଡ଼ା, ୧୭/୬/୨୬ (ଏ.ପି ନିୟୁଜ) ନିମାପଡ଼ା ଅବକାରୀ ରେଜଂ ଅଧିକାରୀ କାକଟପୁର ଥାନା ଅଧିନ ମା ମଙ୍ଗଳା କଲେଜ ଛକ ରେ ବ୍ରାଉନସୁଗାର ବିକ୍ରି ହେଉଥିବା ନିର୍ଭର ଯୋଗ୍ୟ ସୁତ୍ରରୁ ଖବର ପାଇ ସେଠାରେ ଚଢୁଉ କରି ଅସ୍ତରଙ୍ଗ ଥାନା ଅଞ୍ଚଳର ଆଦିତ୍ୟ ବେହେରା ପି କାଳନ୍ଦି ବେହେର ନାମକ ୨୧ ବର୍ଷର ଯୁବକକୁ ବ୍ରାଉନସୁଗାର ଗଛିତ ରଖି ବିକ୍ରି କରୁଥିବା ବେଳେ ମାଡ଼ି ବସିଥିଲେ ତାନିକଟରୁ ୩୯ ଲକ୍ଷ ଟଙ୍କା ମୂଳ୍ୟର ୩୩୦ଗ୍ରାମ ବ୍ରାଉନସୁଗାର ସହ ନଗଦ ୨୨ଶହ ଟଙ୍କା ଜବତ କରିଛନ୍ତି । ଅଭିଯୁକ୍ତ ଅବକାରୀ ଥାନା କେସନଂ୨/୨୬-୨୭ରେ ଗିରଫ କରି କୋର୍ଟଚାଲଣ କରିଛନ୍ତି।
