ରାଜ୍ୟ

BREAKING NEWS

Spread It

୧-ଭୁବନେଶ୍ୱର: ସରକାରୀ ବିଦ୍ୟାଳୟରେ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ମିଳିବ ମାଗଣା ବ୍ୟାଗ୍।

୨-୩୦ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ,୨ ତାରିଖ ବେଳକୁ ଲଘୁଚାପ ହେବା ସମ୍ଭାବନା।

୩-ବିଜେଡିରେ ଯୋଗଦେଲେ, ଆଉ ସୋସିଆଲ୍ ମିଡିଆରେ ଛାଇଗଲେ… ସୁଜାତା ରାଉତ।ଭଳିକି ଭଳି ଥମ୍ୱ, ହେଡିଂ ଆଉ ସ୍ଲୋଗାନର ବିଭିନ୍ନ ରକମର ଅଭିନନ୍ଦନ ପୋଷ୍ଟ ।

୪-ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ଶୃଙ୍ଖଳିତ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ପୁରୀରେ  ହେଲା ମକ୍ ଡ୍ରିଲ।

୫-ଝାରସୁଗୁଡ଼ା,ସାଗରପାଲି ସାହୁପଡା ଡୁଙ୍ଗୁରିପଡା:ପର ହେଲା ସିନ୍ଦୂର ! ପୁରୁଷ ବନ୍ଧୁ ସହ ମିଶି ସ୍ଵାମୀକୁ ମାରି ବିଲରେ ଫିଙ୍ଗି ଦେଲା ସ୍ତ୍ରୀ।

୬-ଭୁବନେଶ୍ୱର:ଘୋଷଣା ହେଲା ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩ ଓ ୨୦୨୪।’ପୁଷ୍କରା’ ଶ୍ରେଷ୍ଠ ଚଳଚ୍ଚିତ୍ର।

୭-କାକଟପୁର:ଲୁଟେରାଙ୍କ ଟାର୍ଗେଟରେ ଏବେ ସବୁ ମନ୍ଦିର, ୧୮ଟି ମନ୍ଦିର ଓ ମଠରୁ  ହେଲାଣି ଚୋରି।

୮-କଟକ:ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି, ବନ୍ଧା ହେଲେ ତିନି ଠିକାଦାର, ତିନି ମାମଲା ରୁଜୁ କଲା ଭିଜିଲାନ୍ସ।

୯-ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଅପଭ୍ରଂଶ ଆନିମେଟେଡ୍ ଫିଲ୍ମ, ତୀବ୍ର ବିରୋଧ କଲେ ଗଜପତି।ଜୁଲାଇ ୧୦ରେ ରିଲିଜକୁ ବନ୍ଦ ରଖିବାକୁ ପ୍ରଯୋଜନା ସଂସ୍ଥାକୁ କଲେ ଅନୁରୋଧ।

୧୦-ବ୍ରହ୍ମପୁର:ଆଇନଜୀବୀ ପୀତବାସ ହତ୍ୟା ମାମଲା ;୩୯୬ ପୃଷ୍ଠାର ଫାଇନାଲ ଚାର୍ଜସିଟ ଦାଖଲ।

୧୧-ଭୁବନେଶ୍ୱର:ଏନଏସଡି (NSD) ରେ ଓଡ଼ିଶାର ଝିଅ ସୋନିଆ ବେହେରା, ରଚିଲେ ଐତିହାସିକ ରେକର୍ଡ!ସେ ସମୁଦାୟ ୮୦.୦୫ ନମ୍ବର ହାସଲ କରି ସର୍ବଭାରତୀୟ ସ୍ତରରେ ୮ମ ସ୍ଥାନ ପାଇଛନ୍ତି।

 

Leave a Reply

Your email address will not be published. Required fields are marked *