ରାଜ୍ୟ

ଅନୁସୂଚିତ ଜାତି କଲ୍ୟାଣ ପରାମର୍ଶଦାତା ବୋର୍ଡର ପୁନର୍ଗଠନ କରିଛନ୍ତି । ବାଇଧର ମଲିକ ହେଲେ ସଦସ୍ୟ

Spread It

 ଭୁବନେଶ୍ବର(ଏ.ପି ନିୟୁଜ) ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ , ୨୦ ସଦସ୍ୟଙ୍କୁ ନେଇ ଗଠିତ ହେଲା ଅନୁସୂଚିତ ଜାତି କଲ୍ୟାଣର ନୂଆ ବୋର୍ଡ। ଏହି ବୋର୍ଡ଼‌ରେ ନିମାପଡ଼ା ପୁର୍ବତନ ବିଧାୟକ ବାଇଧର ମଲିକଙ୍କୁ  ସଦସ୍ୟଭାବେ ନିଆଯାଇଛି। ଏସଟି ଏବଂ ଏସସି ଉନ୍ନୟନ , ଏମ.ଏବଂ ବିସିଡ଼ବ୍ଲୁ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ନୂଆବୋର୍ଡ଼ର ସଦସ୍ୟଙ୍କ ବିଷୟରେ ସୁଚନା ଦିଆଯାଇଛି। ବିଭାଗୀୟ ମନ୍ତ୍ରୀ ବୋର୍ଡ଼ର  ଉପାଧ୍ୟକ୍ଷ ଦାୟିତ୍ବ ରେ ଅଛନ୍ତି।

Leave a Reply

Your email address will not be published. Required fields are marked *