ଉଜ୍ଜଳା ସବ୍ସିଡି ସିଲିଣ୍ଡର ୯ରୁ ୪କୁ ଖସିଲା..
ଭୁବନେଶ୍ବର(ଏ.ପି ନିୟୁଜ)-ଉଜ୍ଜଳା ହିତାଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ଝଟ୍କା; ସବ୍ସିଡି ସିଲିଣ୍ଡର ପାଉଥିବା ହିତାଧିକାରୀ ସଂଖ୍ୟା ୯ରୁ ୪କୁ ଖସିଲା। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା (PMUY)ରେ ୯ ସବ୍ସିଡି ସିଲିଣ୍ଡର ମିଳୁଥିଲା-ସାଂପ୍ରତିକ ଗ୍ୟାସ୍ ସଙ୍କଟ ଭିତରେ ସବ୍ସିଡି ସିଲିଣ୍ଡର ସଂଖ୍ୟା ୪କୁ କମାଇଲେ-୨୦୧୬ରେ ଯୋଜନା ଲାଗୁ ବେଳେ ବାର୍ଷିକ ୧୨ଟି ସବ୍ସିଡି ସିଲିଣ୍ଡର ମିଳୁଥିଲାଗତବର୍ଷ କେନ୍ଦ୍ର ସରକାର ଏହା ୯କୁ ହ୍ରାସ କରିଥିଲେ ।-ହିତାଧିକାରୀଙ୍କୁ ସବ୍ସିଡି ବାବଦରେ ସିଲିଣ୍ଡର ପିଛା ୩୦୦ ଟଙ୍କା ମିଳୁଛି।
