ରାଜ୍ୟ

ଟ୍ରାକ୍ଟର ଯନ୍ତ୍ରାଶଂ  ଚୋରିକରିଥିବା ଅଭିଯୋଗରେ ୩ ଗିରଫ

Spread It

 

 ନିମାପଡ଼ା, ୧୬/୬(ଏ.ପି ନିୟୁଜ)   ଟ୍ରାକ୍ଟର ଯନ୍ତ୍ରାଶଂ ଚୋରିକରୁଥିବା ୩ ଅଭିଯୁକ୍ତ ଚୋରକୁ  ନିମାପଡ଼ା ପୁଲିସ ଗିରଫ କରି କୋର୍ଟ ଚରାଲଣ କରିଛି। ମିଳିଥିବା ସୁଚନାରୁ ପ୍ରକାଶ ସ୍ଥାନୀୟ ବିଷ୍ଣପୁର ସାମିଲ କରଜିଂସାହିରୁ  ଟ୍ରାକ୍ଟର ୨ ଟି ପାୱାର ଜୋନ ବ୍ୟାଟେରୀଓ ଅନ୍ୟାନ୍ୟ ଯନ୍ତ୍ରପାତି ଚୋରୀ ହୋଇଥିବା ସେହି ଗ୍ରାମର ରଶ୍ମି ରଞନ ମଲିକ ନିମାପଡ଼ା ଥାନାରେ ଅଭିଯୋଗ କରିଥିଲେ। ପୁଲିସ କେସନଂ ୧୯୨ ମାମଲାରୁଜୁକରି ଅଭିଯୁକ୍ତ ନିକଟସ୍ଥ ଦେଉଳି ସାହିର  ସିଦ୍ଧାନ୍ତ ସାହୁ ଏବଂ ପୁରୀ ସଦର ଥାନା ଅନ୍ତର୍ଗତ ଚାରିଶ୍ରୀ ଦୈଳବତି ଗ୍ରାମର ମାଧବ ଭୋଇ, ଓ ଆକାଶ ଭୋଇକୁଗିରଫ କରି କୋର୍ଟ ଚାଲଣ କରିଛି।

 

Leave a Reply

Your email address will not be published. Required fields are marked *